Wikipedia language
ଜାନୁଆରୀ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ପ୍ରଥମ ମାସ । ଗ୍ରୀକ୍ ଦେବତା 'ଜାନସ୍'ଙ୍କ ନାମରେ ଜାନୁଆରୀ ମାସର ନାମକରଣ କରାଯାଇଛି ।
Text from Wikipedia, CC BY-SA 4.0 · Source article